ପ୍ରତି ୪ ଦିନରେ ଦୁଇଗୁଣ ହେଉଛି ଦେଶର କରୋନା ସଂକ୍ରମିତ ସଂଖ୍ୟା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନିଜାମୁଦ୍ଦିନ ଘଟଣା ଘଟିନଥିଲେ ଏଥିପାଇଁ ସାଢେ ୭ ଦିନ ଲାଗିଥାନ୍ତା ନୂଆଦିଲ୍ଲୀ : ଭାରତରେ ଏବେ ପ୍ରତି ୪.୧ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଉଛି। କିନ୍ତୁ ଯଦି ତାବଲିଗି ଜମାତ ସମ୍ମିଳନୀ ହୋଇନଥାନ୍ତା ତେବେ ସଂକ୍ରମିତ ସଂଖ୍ୟା ଦୁଇଗୁଣ ହେବା ପାଇଁ ୭.୪ ଦିନ ଲାଗିଥାନ୍ତା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି। ଭାରତରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୪ରେ … Continue reading ପ୍ରତି ୪ ଦିନରେ ଦୁଇଗୁଣ ହେଉଛି ଦେଶର କରୋନା ସଂକ୍ରମିତ ସଂଖ୍ୟା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ